OR/681018b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ହଜାର ହଜାର ମାଇଲ ଦୂରକୁ ଆପଣ ଟେଲିଭିଜନ୍ ଚିତ୍ର କିମ୍ବା ଆପଣଙ୍କର ରେଡିଓ ଧ୍ବନି ସ୍ଥାନାନ୍ତର କରିପାରିବେ, ସେହିପରି ଭାବରେ ଯଦି ଆପଣ ନିଜକୁ ପ୍ରସ୍ତୁତ କରିପାରିବେ, ତେବେ ଆପଣ ସବୁବେଳେ ଗୋବିନ୍ଦଙ୍କୁ ଦେଖିପାରିବେ। ଏହା କଷ୍ଟସାଧ୍ୟ ନୁହେଁ। ଏହା ବ୍ରହ୍ମ-ସଂହିତା ବର୍ଣିତ ହୋଇଛି , ପ୍ରେମାଞ୍ଜନ-ଚୁରିତ-ଭକ୍ତି-ବିଲୋଚନେନ। କେବଳ ତୁମ ଆଖିକୁ, ତୁମର ମନକୁ ସେହି ଉପାୟରେ ପ୍ରସ୍ତୁତ କରିବାକୁ ପଡିବ । ଏଠାରେ ତୁମର ହୃଦୟରେ ଏକ ଟେଲିଭିଜନ୍ ବାକ୍ସ ଅଛି । ଏହା ହେଉଛି ଯୋଗର ସିଦ୍ଧତା । ତୁମକୁ ଗୋଟିଏ ମେସିନ୍ କିମ୍ୱା ଟେଲିଭିଜନ୍ ସେଟ୍ କିଣିବାକୁ ପଡିବ ନାହିଁ । ସେଠାରେ ଅଛି, ଏବଂ ଭଗବାନ ମଧ୍ୟ ସେଠାରେ ଅଛନ୍ତି। ଆପଣ ଦେଖିପାରିବେ, ଆପଣ ଶୁଣିପାରିବେ, ଆପଣ କଥାବାର୍ତ୍ତା କରିପାରିବେ, ଯଦି ଆପଣ ମେସିନ୍ ପାଇଛନ୍ତି, ଆପଣ ଏହାକୁ ମରାମତି କରନ୍ତୁ, ସେତିକି କେବଳ। ମରାମତି ପ୍ରକ୍ରିୟା ହେଉଛି କୃଷ୍ଣ ଚେତନା।"
681018 - ପ୍ରବଚନ - ସିଆଟେଲ