OR/681021d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"କଳି-ସନ୍ତରଣ ଉପନିଷଦରେ ମଧ୍ୟ କୁହାଯାଇଛି ଯେ ଏହି ୧୬ଟି ଶବ୍ଦ କେବଳ କଳି ଯୁଗରେ ମାୟାର କବଳରୁ ସମସ୍ତ ବଦ୍ଧ ଜୀବକୁ ଉଦ୍ଧାର କରିପାରିବ। ଏବଂ ଏହା ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି ଯେ ମୁକ୍ତ ହେବାର ଅନ୍ୟ କୌଣସି ଉତ୍ତମ ମାଧ୍ୟମ ଏହି ଯୁଗରେ ନାହିଁ । ତାହା ହେଉଛି ସମସ୍ତ ବେଦଙ୍କର କଥନ । ସେହିପରି ମଧ୍ୟ ମାଧବାଚାର୍ଯ୍ୟ ତାଙ୍କ ମନ୍ତବ୍ୟରେ ମୁଣ୍ଡକ ଉପନିଷଦରୁ ଉଧୃତ କରି ଲେଖିଛନ୍ତି ଯେ ଦ୍ଵାପର-ଯୁଗରେ ଭଗବାନ ବିଷ୍ଣୁଙ୍କୁ ପଞ୍ଚରାତ୍ର ପ୍ରଣାଳୀ ଦ୍ୱାରା ପୂଜା କରାଯାଇପାରିବ। କାଳୀ ଯୁଗରେ କେବଳ ପବିତ୍ର ନାମ ଜପ କରି ଭଗବାନଙ୍କର ଉପାସନା କରାଯାଇପାରିବ।" |
681021 - Dictation CC - ସିଆଟେଲ |