OR/681021e ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ନମଃ, ନମଃ ଶବ୍ଦକୁ ନିମ୍ନଲିଖିତ ଭାବରେ ବ୍ୟାଖ୍ୟା କରାଯାଇପାରେ: ନ, ଏହାର ଅର୍ଥ ହେଉଛି ମିଥ୍ୟା ଅହଙ୍କାର ଏବଂ ମହ ଅର୍ଥ ଯାହା ବର୍ଜନ କରେ । ଏହାର ଅର୍ଥ ହେଉଛି ମନ୍ତ୍ର ଅଭ୍ୟାସ ଦ୍ୱାରା ଜଣେ ଧୀରେ ଧୀରେ ନିଜର ମିଥ୍ୟା ଅହଙ୍କାରରୁ ଦିବ୍ୟଭାବରେ ଉପରକୁ ଉଠିପାରିବ । ମିଥ୍ୟା ଅହଙ୍କାରର ଅର୍ଥ ହେଉଛି ଏହି ଶରୀରକୁ ଆତ୍ମ ଭାବରେ ଗ୍ରହଣ କରିବା ଏବଂ ଶରୀର ସମ୍ପର୍କରୁ ଏହି ଭୌତିକ ଜଗତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିବା । ଏହା ମିଥ୍ୟା ଅହଙ୍କାର ଅଟେ । ମନ୍ତ୍ର ଜପ କରିବାର ନିପୁଣତା ଦ୍ୱାରା ଜଣେ, ଭୌତିକ ଜଗତ ସହିତ କୌଣସି ମିଥ୍ୟା ପରିଚୟ ବିନା, ଦିବ୍ୟ ଉପର ସ୍ଥରକୁ ଉଠିବାରେ ସକ୍ଷମ ହୁଏ ।"
681021 - Dictation CC - ସିଆଟେଲ