OR/681108c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ତୃଣାଦ ଅପି ସୁନୀଚେନ
ତରୋର ଅପି ସହିଷ୍ଣୁନା ।
( ଚ.ଚ. ଆଦି ୧୭.୩୧)

ହରେ କୃଷ୍ଣ ଜପ କରିବା ପାଇଁ କିଏ ଯୋଗ୍ୟ? ସେ ସଂଜ୍ଞା ଦେଉଛନ୍ତି । ସେଇଟା କଣ? ତୃଣାଦ ଅପି ସୁନୀଚେନ: ଘାସ ଅପେକ୍ଷା ନମ୍ର । ଆପଣ ଘାସ ଜାଣିଛନ୍ତି, ସମସ୍ତେ ଘାସ ଉପରେ ପଦରେ ଦଳିତ କରୁଛନ୍ତି, କିନ୍ତୁ ଏହା ବିରୋଧ କରେ ନାହିଁ - ଠିକ୍ ଅଛି । ତେଣୁ ତୃଣାଦ ଅପି ସୁନୀଚେନ: ଘାସ ଅପେକ୍ଷା ଜଣେ ନମ୍ର ହେବା ଆବଶ୍ୟକ । ଏବଂ ତରୋର ଅପି ସହିଷ୍ଣୁନା । ତରୋର ଅପି ସହିଷ୍ଣୁନା… ତରୋର ର ଅର୍ଥ ହେଉଛି "ଗଛ" । ଗଛଗୁଡିକ ଅତ୍ୟଧିକ ସହନଶୀଳ, ସହନଶୀଳତାର ଉଦାହରଣ, ହଜାରେ ବର୍ଷ ଠିଆ, ସମାନ ସ୍ଥାନରେ, ବିରୋଧ କରେ ନାହିଁ।"

681108 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ