OR/681109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କ ଆଦେଶ ଦ୍ଵାରା ସବୁକିଛି ଯୋଗାଇ ଦିଆଯାଉଛି, କାରଣ ପ୍ରକୃତି କାମ କରୁଛି, ପ୍ରକୃତି କାମ କରୁଛି ... ଏହା କିପରି କାମ କରୁଛି? ମୟାଧ୍ୟକ୍ଷେଣ ( BG 9.10)। ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ । କୃଷ୍ଣ କୁହନ୍ତି, "ମୋ ନିର୍ଦ୍ଦେଶରେ" । ପ୍ରକୃତି ଅନ୍ଧ ଭାବରେ କାମ କରୁନାହିଁ । ଆପଣ ଦେଖୁଛନ୍ତି କି? ଏହାର ମାଲିକ ଅଛନ୍ତି, କୃଷ୍ଣ । ତେଣୁ ଏହି ଜୀବନ ବ୍ରହ୍ମ-ଜିଜ୍ଞାସା, ଅନୁସନ୍ଧାନ ପାଇଁ ଉଦ୍ଦିଷ୍ଟ, "ବ୍ରହ୍ମ କ’ଣ?" ସେମାନେ ବ୍ରହ୍ମଙ୍କ ବିଷୟରେ ପଚାରିବା ପରିବର୍ତ୍ତେ ବ୍ରହ୍ମଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। "କୌଣସି ଆତ୍ମା ନାହିଁ। ପରମାତ୍ମା ନାହିଁ। ଏହା ପ୍ରକୃତି ସ୍ୱୟଂଚାଳିତ ଭାବରେ ଏହା ହୋଇଯାଏ।" ଏହି ନିର୍ବୋଧ ଜିନିଷଗୁଡିକ ..., ମାନବ ସମାଜର ଏହି ଅଳିଆ ମସ୍ତିଷ୍କ ମଧ୍ୟରେ ଠେଲି ପସେଇ ଦିଆ ଯାଉଛି ।"
681109 - ପ୍ରବଚନ BS - ଲସ ଆ଼ଞ୍ଜେଲ୍ସ