OR/681118 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରେମାମୃତାମ୍ଭ-ନିଧି: କୃଷ୍ଣଙ୍କ ପ୍ରେମର ସମୁଦ୍ରରେ ବୁଡ଼ିଯିବା । ତୁମେ କୃଷ୍ଣଙ୍କ ପ୍ରେମ ସାଗରରେ ବୁଡ଼ି ନ ଗଲେ, ତୁମେ ଦୀର୍ଘ ସମୟ ପର୍ଯ୍ୟନ୍ତ କୀର୍ତନ କରି ନାଚି ପାରିବ ନାହିଁ। ତାହା ହେଉଛି ନର୍ତକ ଏବଂ କୀର୍ତ୍ତିନିଆଙ୍କର ନିର୍ଦ୍ଦିଷ୍ଟ ଯୋଗ୍ୟତା। ଯଦି ତୁମେ କାହାକୁ ପଚାରିବ ଏକ ଘଣ୍ଟା କୀର୍ତନଏବଂ ନାଚିବା ପାଇଁ, ସେ କ୍ଳାନ୍ତ ହୋଇଯିବେ । କିନ୍ତୁ ଏହି କୀର୍ତନ ଏବଂ ନୃତ୍ୟ ଏତେ ସୁନ୍ଦର ଯେ ଏହି ଗୋସ୍ୱାମୀ ମାନେ, ସେମାନେ ଚବିଶ ଘଣ୍ଟା କୀର୍ତନ ଓ ନାଚ କରିପାରିବେ । ପ୍ରେମାମୃତାମ୍ଭ-ନିଧି । କାରଣ ସେମାନେ କୃଷ୍ଣଙ୍କର ପ୍ରେମ ସମୁଦ୍ରରେ ବୁଡ଼ି ଯାଇଥିଲେ ।"
ପ୍ରବଚନ ଉତ୍ସବ - ଶ୍ରୀ ଶ୍ରୀ ସଡ଼-ଗୋସ୍ୱାମୀ-ଅଷ୍ଟକ - - ଲସ ଆ଼ଞ୍ଜେଲ୍ସ