OR/681118b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରତ୍ୟେକ ମାନବ ସମାଜରେ ଏପରି ପ୍ରଶ୍ନ ଅଛି ଏବଂ ଏହାର କିଛି ଉତ୍ତର ମଧ୍ୟ ଅଛି। ତେଣୁ ଏହି ଜ୍ଞାନ, କୃଷ୍ଣ ଚେତନା, କିମ୍ବା ଭଗବାନ ଚେତନା ଉଦ୍‌ଯାପିତ କରିବା ଜରୁରୀ ଅଟେ। ଯଦି ଆମେ ଏହି ଅନୁସନ୍ଧାନ କରୁନାହୁଁ, କେବଳ ଯଦି ଆମେ ପଶୁ ପ୍ରବୃତ୍ତିରେ ନିଜକୁ ନିୟୋଜିତ କରିଥାଉ। ... କାରଣ ଏହି ଭୌତିକ ଶରୀର ପଶୁ ଶରୀର, କିନ୍ତୁ ଚେତନା ବିକଶିତ । ପଶୁ ଶରୀରରେ କିମ୍ବା ପଶୁ ଠାରୁ ନିମ୍ନ ଶରୀରରେ - ଗଛ ଏବଂ ଉଦ୍ଭିଦ ପରି, ସେମାନେ ମଧ୍ୟ ଜୀବ - ଚେତନା ବିକଶିତ ହୁଏ ନାହିଁ । ଯଦି ଆପଣ ଏକ ବୃକ୍ଷକୁ କାଟନ୍ତି, କାରଣ ଚେତନା ବିକଶିତ ହୋଇନାହିଁ, ଏହା ବିରୋଧ କରେ ନାହିଁ। କିନ୍ତୁ ଏହା ଯନ୍ତ୍ରଣା ଅନୁଭବ କରେ ।"
ପ୍ରବଚନ ଉତ୍ସବ ଶ୍ରୀ ସଡ଼-ଗୋସ୍ୱାମୀ-ଅଷ୍ଟକ - ଲସ ଆ଼ଞ୍ଜେଲ୍ସ