OR/681129 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି କେହି ଏହି ସରଳ ତଥ୍ୟକୁ ବୁଝି ନ ପାରନ୍ତି, ଯେ ଆତ୍ମା ଏହି ଶରୀରଠାରୁ ଭିନ୍ନ, ଆତ୍ମା ଅନନ୍ତ, ଶରୀର ଅସ୍ଥାୟୀ, ପରିବର୍ତ୍ତନଶୀଳ... କାରଣ ଏହାକୁ ନ ବୁଝ, ତେବେ ଆଧ୍ୟାତ୍ମିକ ଶିକ୍ଷା ନାହିଁ। ମିଥ୍ୟା ଶିକ୍ଷା। ଯଦି ଜଣେ ପରିଚିତ ହୁଏ ଏହି ଶରୀର, ଆଧ୍ୟାତ୍ମିକ ଜ୍ଞାନର କୌଣସି ବୁଝାମଣା ନାହିଁ । ତେଣୁ ଯୋଗୀ, ସେମାନେ ଧ୍ୟାନ ଦ୍ୱାରା ଏହି ବୁଝାମଣାକୁ ଆସିବାକୁ ଚେଷ୍ଟା କରୁଛନ୍ତି, "ମୁଁ ଏହି ଶରୀର କି ନୁହେଁ ।" ଧ୍ୟାନର ଅର୍ଥ ହେଉଛି। ପ୍ରଥମ ଧ୍ୟାନ, ମନର ଏକାଗ୍ରତା, ବିଭିନ୍ନ ପ୍ରକାରର ବସିବା ଆସନ, ଯାହା ମୋତେ ମୋ ମନକୁ ଏକାଗ୍ର କରିବାରେ ସାହାଯ୍ୟ କରେ । ଏବଂ ଯଦି ମୁଁ ମୋର ମନକୁ ଏକାଗ୍ର କରେ, ଧ୍ୟାନ, ଯେ "କଣ ମୁଁ ଏହି ଶରୀର?"
6681129 - ପ୍ରବଚନ BG 02.13-17 - ଲସ ଆ଼ଞ୍ଜେଲ୍ସ