OR/681201 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତା ନିର୍ଦ୍ଦେଶ ଦିଅନ୍ତି ଯେ "ତୁମେ ଆତ୍ମସମର୍ପଣ କର"। ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( ଭ.ଗୀ. ୧୮.୬୬) । ତେଣୁ ଆତ୍ମସମର୍ପଣ ନକରି, କୌଣସି ଆଧ୍ୟାତ୍ମିକ ଅଗ୍ରଗତି କରିବାର ପ୍ରଶ୍ନ ନାହିଁ । ଠିକ୍ ଯେପରି ଜଣେ ବ୍ୟକ୍ତି ଯିଏ ସରକାର ବିରୁଦ୍ଧରେ ବିଦ୍ରୋହ କରିଛନ୍ତି - ପ୍ରଥମ ସର୍ତ୍ତ ହେଉଛି ଆତ୍ମସମର୍ପଣ କରିବା; ନଚେତ୍ ସରକାରଙ୍କଠାରୁ ଦୟାର ପ୍ରଶ୍ନ ନାହିଁ। ସେହିଭଳି ଯେକେହି, ଜୀବ, ଆମମାନଙ୍କ ମଧ୍ୟରୁ ଯିଏ ପରମପୁରୁଷ ଭଗବାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି, ଆଧ୍ୟାତ୍ମିକ ଜୀବନର ଆରମ୍ଭ ଆତ୍ମସମର୍ପଣରୁ।"
ପ୍ରବଚନ ଦୀକ୍ଷା ଏବଂ ଦଶ ଅପରାଧ - ଲସ ଆ଼ଞ୍ଜେଲ୍ସ