OR/681206 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯୋଗ ପ୍ରକ୍ରିୟା ହେଉଛି ମନକୁ ଶୁଦ୍ଧ କରିବା। ଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା ଇନ୍ଦ୍ରିୟ-ସଂଯମ, ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିବା ଏବଂ ଶୁଦ୍ଧ କରିବା ପ୍ରକ୍ରିୟା ହେଉଛି ପ୍ରକୃତରେ ଯୋଗ ପ୍ରଣାଳୀ। ତେଣୁ ଯୋଗ ପ୍ରଣାଳୀର ସିଦ୍ଧତା - ଭକ୍ତି-ଯୋଗ। ଭକ୍ତି-ଯୋଗ। କାରଣ ଭକ୍ତି-ଯୋଗା କାର୍ଯ୍ୟକାରୀ କରି ତୁମେ ମନକୁ ସଂପୂର୍ଣ୍ଣ ରୂପେ ଶୁଦ୍ଧ କରିପାରିବ । ଯୋଗ ପ୍ରଣାଳୀ, ଯୋଗ ପ୍ରଣାଳୀର ଉଦ୍ଦେଶ୍ୟ ହେଉଛି ମନକୁ ଶୁଦ୍ଧ କରିବା, ଏବଂ ଏହି ଭକ୍ତି-ଯୋଗ ପ୍ରକ୍ରିୟା... ଯେପରି ଚୈତନ୍ୟ ମହାପ୍ରଭୂ ସୁପାରିଶ କରିଛନ୍ତି, ଚେତୋ-ଦର୍ପଣ-ମାର୍ଜନମ୍ ( ଚ.ଚ. ଅନ୍ତ୍ୟ ୨୦.୧୨)। ଏହି ଭକ୍ତ-ଯୋଗ ପ୍ରକ୍ରିୟାର ପ୍ରଥମ ଲାଭ, ହରେ କୃଷ୍ଣ ଜପ, ମନକୁ ସଫା କରୁଛି ।"
681206 - ପ୍ରବଚନ BG 02.26 - ଲସ ଆ଼ଞ୍ଜେଲ୍ସ