OR/681206b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତୁମେ ଯତ୍ନର ଭଗବଦ୍-ଗୀତା ପଢ଼ । ସବୁକିଛି ସେଥିରେ ଅଛି। ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ଧାଡି ସେପରି ଅଟେ, ମୁଁ କହିବାକୁ ଚାହେଁ, ଶିକ୍ଷଣୀୟ ଅଟେ। ଏହା କେବଳ... ତାହା ହେଉଛି ଆଧ୍ୟାତ୍ମିକ ଜ୍ଞାନର ମୌଳିକ ନୀତି। ବର୍ତ୍ତମାନ ଆମେ ଉପସ୍ଥାପନ କରିଛୁ। ପ୍ରତ୍ୟେକ ତୁମ ମଧ୍ୟରୁ ଅତି ଯତ୍ନର ସହିତ ପଢିବା ଉଚିତ୍ । ତୁମର ପ୍ରତ୍ୟେକଙ୍କର ଗୋଟିଏ ବହି ରହିବା ଆବଶ୍ୟକ ଏବଂ ଏହାକୁ ଯତ୍ନର ସହ ପଢ଼ ।"
681206 - ପ୍ରବଚନ BG 02.26 - ଲସ ଆ଼ଞ୍ଜେଲ୍ସ