OR/681209 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ବୈଷ୍ଣବ, କିମ୍ବା ପ୍ରଭୁଙ୍କର ଭକ୍ତ, ତାଙ୍କ ଜୀବନ ଲୋକଙ୍କ ହିତ ପାଇଁ ଉତ୍ସର୍ଗୀକୃତ ଅଟେ। ଆପଣ ଜାଣନ୍ତି - ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି - କିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସେ କହିଥିଲେ ଯେ ଆପଣଙ୍କର ପାପପୂର୍ଣ୍ଣ କାର୍ଯ୍ୟ ପାଇଁ ସେ ନିଜକୁ ବଳିଦାନ ଦେଇଛନ୍ତି। ତାହା ହେଉଛି ପ୍ରଭୁଙ୍କ ଭକ୍ତଙ୍କ ନିଷ୍ଠା। ସେମାନେ ବ୍ୟକ୍ତିଗତ ଆରାମ ପାଇଁ ଚିନ୍ତା କରନ୍ତି ନାହିଁ କାରଣ ସେମାନେ କୃଷ୍ଣଙ୍କୁ, କିମ୍ବା ଭଗବାନଙ୍କୁ ଭଲ ପାଆନ୍ତି, ତେଣୁ ସେମାନେ ସବୁ ଜୀବଙ୍କୁ ଭଲ ପାଆନ୍ତି, କାରଣ ସମସ୍ତ ଜୀବ କୃଷ୍ଣଙ୍କ ସହ ସମ୍ପର୍କ ରଖନ୍ତି । ତେଣୁ ସେହିପରି ଭାବରେ, ତୁମେ ଶିଖିବା ଉଚିତ୍ । କୃଷ୍ଣ ଚେତନା ଆନ୍ଦୋଳନର ଅର୍ଥ ହେଉଛି ବୈଷ୍ଣବ ହେବା ଏବଂ ମାନବିକତାର ଦୁଖଃ ଅନୁଭବ କରିବା ।"
ପ୍ରବଚନ ଉତ୍ସବ ଅପ୍ରକଟ ଦିବସ, ଭକ୍ତିସିଦ୍ଧାନ୍ତ ସରସ୍ୱତୀ - ଲସ ଆ଼ଞ୍ଜେଲ୍ସ