OR/681216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ଭକ୍ତ ଯିଏ ସର୍ବଦା କୃଷ୍ଣ ଚେତନାରେ ଥାଆନ୍ତି, ତାଙ୍କ ପାଇଁ କିଛି ଅଜ୍ଞାତ ନୁହେଁ। ସେ ସବୁକିଛି ଜାଣନ୍ତି। ଠିକ୍ ଯେପରି ଆମେ ସମଗ୍ର ସୃଷ୍ଟିର ସୂଚନା ଦେଇପାରିବା - କେବଳ ଏହି ଭୌତିକ ଜଗତର ନୁହେଁ; ଆଧ୍ୟାତ୍ମିକ ଜଗତର ମଧ୍ୟ। ସ୍ପଷ୍ଟ ଧାରଣା: କେଉଁଠାରେ ଅଛି, ସବୁକିଛି କଣ। ତାହା ହେଉଛି କୃଷ୍ଣ ଚେତନା। ଆପଣ ଯେତେ ଅଗ୍ରଗତି କରିବେ, ସେତେବେଳେ ଆପଣ ସମ୍ପୂର୍ଣ୍ଣ ଭାବରେ କହିବେ, ସମସ୍ତ ବିଭାଗୀୟ ଜ୍ଞାନ ସହିତ ପରିଚିତ ହେବେ । ସବୁକିଛି ସମ୍ପୂର୍ଣ୍ଣ।"
681216 - ପ୍ରବଚନ BG 02.46-62 - ଲସ ଆ଼ଞ୍ଜେଲ୍ସ