OR/681217 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର କାର୍ଯ୍ୟକ୍ରମ ହେଉଛି ଅନେକ ଆରମ୍ଭ କରିବା ..., ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ବିସ୍ତାର କରିବା ପାଇଁ ଯଥାସମ୍ଭବ ଶାଖା ହୋଇ ପାରିବ । ଏବଂ ଏହା ବହୁତ ସହଜ ଅଟେ। ଆମେ କେବଳ ଲୋକଙ୍କୁ ଆମନ୍ତ୍ରଣ କରୁଛୁ ଆମ ସହ ଜପ କରିବାକୁ । ସେ କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଙ୍କର ଭାଷା କ’ଣ, ତାଙ୍କର ଧର୍ମ କ’ଣ? ଆମେ ଏହି ସବୁ ଜିନିଷକୁ ଧ୍ୟାନ ଦେଉନାହୁଁ। ଏବଂ ଏହି ହରେ କୃଷ୍ଣ କହିବା ଏତେ ସହଜ ଯେ, ଯେକୌଣସି ବ୍ୟକ୍ତି କହିପାରିବେ। ତାହା ଆମେ ଅନୁଭବ କରିଛୁ। ଦୁନିଆର ଯେକୌଣସି ଅଂଶ ଆମେ ହରେ କୃଷ୍ଣ ଜପ କରୁ , ଏବଂ ସେମାନେ ଅତି ସହଜରେ ଅନୁକରଣ କରି ଜପ କରିପାରିବେ। ଏପରିକି ପିଲା, ସେମାନେ ମଧ୍ୟ। ତେଣୁ ଜପ କରି ସେ ଧୀରେ ଧୀରେ କୃଷ୍ଣ ଚେତନ ହୁଅନ୍ତି। ତାଙ୍କର ହୃଦୟ ପରିଷ୍କାର ହୋଇଯାଏ ଏବଂ ସେ ବୁଝିପାରନ୍ତି ଯେ କୃଷ୍ଣଙ୍କର ବିଜ୍ଞାନ କ’ଣ, ଭଗବାନଙ୍କ ବିଜ୍ଞାନ କ’ଣ?"
681217 - Interview - ଲସ ଆ଼ଞ୍ଜେଲ୍ସ