OR/681225 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ରାଜା କୁଳଶେଖର କୁହନ୍ତି ଯେ "ମୁଁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ ଯେତେବେଳେ ସବୁକିଛି ଉପର-ତଳ ହେବ । ବର୍ତ୍ତମାନ ମୋର ମନ ସୁସ୍ଥ ଅଛି । ମୋତେ ତୁମର ପାଦ ପଦ୍ମର ନାଡ଼ରେ ତୁରନ୍ତ ପ୍ରବେଶ କରିବାକୁ ଦିଅ" । ଏହାର ଅର୍ଥ ହେଉଛି ସେ ପ୍ରାର୍ଥନା କରୁଛନ୍ତି, "ମୋତେ ମୋ ଜୀବନର ସୁସ୍ଥ ଅବସ୍ଥାରେ ମରିବାକୁ ଦିଅ, ଯାହାଫଳରେ ମୁଁ ତୁମର ପାଦ ପଦ୍ମ ବିଷୟରେ ଭାବି ପାରିବି" । ଅନ୍ୟ ଅର୍ଥରେ, ସେ ଆମକୁ ଶିକ୍ଷା ଦେଉଛନ୍ତି ଯେ ଯଦି ଆମର ମନ ସୁସ୍ଥ ଥିବାବେଳେ କୃଷ୍ଣଙ୍କର ପଦ୍ମ ପାଦରେ ଆମର ମନ ଜଡିତ କରିବା ଅଭ୍ୟାସ କରୁନାହୁଁ, ମୃତ୍ୟୁ ସମୟରେ ତାଙ୍କ ବିଷୟରେ କିପରି ଭାବିବା ସମ୍ଭବ?"
ପ୍ରବଚନ ରାଜା କୁଳଶେଖରଙ୍କ ପ୍ରାର୍ଥନା ଭାବାର୍ଥ - ଲସ ଆ଼ଞ୍ଜେଲ୍ସ