OR/681225b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର ନୀତି ହେଉଛି ଲୋକଙ୍କୁ ଭଗବାନଙ୍କୁ ସଚେତନ କରିବା; ଯାହା ଦ୍ଵାରା ସେମାନେ ଖୁସି ହେବେ। ଏବଂ ପଦ୍ଧତିଟି ବହୁତ ସରଳ ଅଟେ। ଠିକ୍ ଯେପରି ଆମେ କିଛି ଅସ୍ୱୀକାର କରୁନାହୁଁ। ଆମେ ସୁନ୍ଦର ପତ୍ନୀ ଦେଇଥାଉ, ସୁନ୍ଦର ସ୍ୱାମୀ ଦେଇଥାଉ, ଆମେ ସୁନ୍ଦର ଖାଦ୍ୟ ସାମଗ୍ରୀ ଦେଇଥାଉ ଦର୍ଶନ ଏବଂ ଶେଷରେ, ଆମେ ସବୁଠାରୁ ସୁନ୍ଦର ଜିନିଷ ଦେଉଛୁ: କୃଷ୍ଣ। ତେଣୁ ଆମର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଅଟେ। ଯେକୌଣସି ଭଦ୍ରଲୋକ ଆସି ଆମ ସହ ଆଲୋଚନା କରିବେ, ଆମେ ପ୍ରମାଣ କରିବୁ ଏହା ବର୍ତ୍ତମାନର ସର୍ବୋତ୍ତମ କାର୍ଯ୍ୟକ୍ରମ।"
ପ୍ରବଚନ ଶ୍ୟାମ ଦାସୀ ଏବଂ ହୟଗ୍ରୀବଙ୍କର ବିବାହ - ଲସ ଆ଼ଞ୍ଜେଲ୍ସ