OR/681226 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପର୍ଯ୍ୟନ୍ତ ଏହି ଆନ୍ଦୋଳନ କାର୍ଯ୍ୟସୂଚୀ, ଚନ୍ଦ୍ର ଗ୍ରହ ଯାତ୍ରା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ଶ୍ରୀମଦ୍-ଭାଗବତମ୍, ପ୍ରାଧିକୃତ ବୈଦିକ ଶାସ୍ତ୍ର, ଯାହାକୁ ଆମେ ସାଧାରଣତଃ ଅନୁସରଣ କରୁ, ସେହି ଶାସ୍ତ୍ରରେ ଏକ ବିବୃତ୍ତି ଅଛି, ଜଣେ ନିଜକୁ ଚନ୍ଦ୍ର ଗ୍ରହକୁ ଉନ୍ନୀତ କରିବାପାଇଁ, ବିଭିନ୍ନ ପ୍ରକାରର ପୂଜା ପ୍ରକ୍ରିୟାରେ ନିଜକୁ ଅଭ୍ୟସ୍ତ କରିବାକୁ ପଡିବ । ଯେପରି ଭଗବଦ୍-ଗୀତାରେ ଏହା ଦର୍ଶାଯାଇଛି ଯେ ୟାନ୍ତି ଦେବ-ବ୍ରତା ଦେବାନ୍ ( ଭ.ଗୀ. ୯.୨୫): ଯେଉଁମାନେ ଦେବତାଙ୍କର ଉପାସକ, ସେମାନେ ବିଭିନ୍ନ ଗ୍ରହକୁ ଉନ୍ନୀତ ହୁଅନ୍ତି, ସେହି ନିର୍ଦ୍ଦିଷ୍ଟ ଦେବତାଙ୍କର।"
681226 - ସାକ୍ଷାତକାର - ଲସ ଆ଼ଞ୍ଜେଲ୍ସ