OR/690114 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( ଭ.ଗୀ. ୧୮.୬୬): "ତୁମେ ଅନ୍ୟ ସମସ୍ତ କାର୍ଯ୍ୟ ଛାଡିଦିଅ। କେବଳ ମୋ ନିକଟରେ ଆତ୍ମସମର୍ପଣ କର।" ତାହା ହେଉଛି ଜ୍ଞାନ । ତେଣୁ ଯିଏ ଏହି ଜ୍ଞାନ ହାସଲ କରିଛି ... ବର୍ତ୍ତମାନ, ଏହା ହେଉଛି ଆରମ୍ଭ । ଏହା ହେଉଛି କୃଷ୍ଣ ଚେତନାରେ ପ୍ରଥମ ପାଦ, ଯାହା କେବଳ..., ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ 'କେବଳ କୃଷ୍ଣ ଚେତନାରେ କର୍ତ୍ତବ୍ୟ ପାଳନ କରି ମୋର ଅନ୍ୟ ସମସ୍ତ କାର୍ଯ୍ୟ ସୁନ୍ଦର ଭାବରେ ହୋଇଯିବ'।
690114 - ପ୍ରବଚନ BG 04.39-42 - ଲସ ଆ଼ଞ୍ଜେଲ୍ସ