OR/690115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସ୍ୱତଃସ୍ପୃତ ପ୍ରେମ ... ଉଦାହରଣ ଦିଆଯାଇଛି: ଠିକ୍ ଜଣେ ଯୁବକ, ଯୁବତୀ, ଯେପରି କୌଣସି ପରିଚୟ ବିନା, ଯେତେବେଳେ ସେମାନେ ପରସ୍ପରକୁ ଦେଖନ୍ତି, ସେଠାରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତି ଦେଖାଦିଏ । ଏହାକୁ ସ୍ୱତଃପ୍ରବୃତ୍ତ କୁହାଯାଏ । ତାହା ନୁହେଁ ଯେ ଜଣେ କିପରି ଶିଖେ ପ୍ରେମ କରିବାକୁ ହୁଏ । ପ୍ରେମ ଅତି ସରଳ ଭାବରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତିକୁ ଉତ୍ପନ କରିବ । ଏହାକୁ ସ୍ୱତଃପ୍ରବୃତ୍ତ କୁହାଯାଏ । ଯେତେବେଳେ ଆମେ ଭଗବାନଙ୍କୁ ପ୍ରେମ କରିବା କ୍ଷେତ୍ରରେ ଉନ୍ନତ ହୋଇଥାଉ, ଏତେ ଶୀଘ୍ର ଯେ ତୁମେ ଭଗବାନଙ୍କ ବିଷୟରେ କିଛି ଦେଖିବା କିମ୍ବା ମନେ ରଖିବା ମାତ୍ରେ ତୁମେ ତୁରନ୍ତ ଆନନ୍ଦିତ ହୁଅ, ତାହା ସ୍ୱତଃପ୍ରବୃତ୍ତ । ପ୍ରଭୁ ଚୈତନ୍ୟ ପରି, ଯେତେବେଳେ ସେ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କଲେ, ଜଗନ୍ନାଥଙ୍କୁ ଦେଖିବା ମାତ୍ରେ ସେ ତୁରନ୍ତ ମୁର୍ଚ୍ଛା ହେଲେ: "ଏଠାରେ ମୋର ପ୍ରଭୁ।"
690115 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ