OR/690120 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବପ୍ରଥମେ, ଈଶ୍ୱରଙ୍କ ଧାରଣା କ'ଣ? ଈଶ୍ୱରଙ୍କ ଧାରଣା ହେଉଛି "ଈଶ୍ୱର ମହାନ । ତାଙ୍କଠାରୁ କେହି ବଡ଼ ନୁହନ୍ତି, ଏବଂ ତାଙ୍କ ସହିତ କେହି ସମାନ ନୁହନ୍ତି"। ସେ ହେଉଛନ୍ତି ଭଗବାନ। ଅସମ-ଉର୍ଧ୍ଵ । ପ୍ରକୃତ ସଂସ୍କୃତ ଶବ୍ଦ ହେଉଛି ଅସମ-ଉର୍ଧ୍ଵ । ଅସମ ଅର୍ଥ "ସମାନ ନୁହେଁ" । ସେମାନେ ଭଗବାନଙ୍କ ବୈଶିଷ୍ଟ୍ୟଗୁଡିକ ବିଶ୍ଳେଷଣ କରିଛନ୍ତି। ସେମାନେ ଚଉଷଠିଟି ଚରିତ୍ରବୋଧ ବୋଲି ବର୍ଣ୍ଣନା କରିଛନ୍ତି । ଏବଂ ସେହି ଚଉଷଠିଟି ମଧ୍ୟରୁ ଆମର, ଜୀବ ମାନଙ୍କୁ, ଆମକୁ କେବଳ ପଚାଶଟି ମିଳିଛି । ଏବଂ ଏହା ମଧ୍ୟ ବହୁତ ସୁକ୍ଷ୍ମ ପରିମାଣରେ । ଭଗବାନଙ୍କ ପଚାଶ ଗୁଣ ଆମେ ପାଇଛୁ, କିନ୍ତୁ ତାହା ବହୁତ..., ସୁକ୍ଷ୍ମ ପରିମାଣରେ ।"
690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ