OR/690122b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମର ସବୁ ଜାଗାରେ ଜନ୍ମ ହେବ, କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ, କିନ୍ତୁ ତୁମେ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପାଇପାରିବ ନାହିଁ। ତୁମେ ଏହି ସମସ୍ତ ଶାରୀରିକ ସୁଖ - ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ଯେକୌଣସି ଜୀବନରେ ସୁବିଧା ପାଇପାରିବ, କିନ୍ତୁ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ଏହି ଜୀବନରେ ରହିପାରିବେ, ମାନବ ଜୀବନରେ, କୃଷ୍ଣ ଗୁରୁ ନାହିଁ ମିଲେ । ଜନମେ ଜନମେ ସବେ ପିତା ମାତା ପାୟ (ପ୍ରେମ-ବିବର୍ତ) । ବହୁତ ସରଳ: ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ, କାରଣ ପିତା ଏବଂ ମାତା ବିନା, ଜନ୍ମ ପ୍ରଶ୍ନ ଉଠୁନାହିଁ । ଜନମେ ଜନମେ ସବେ ପିତା ମାତା ପାୟ । ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ । କିନ୍ତୁ କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ: କିନ୍ତୁ ତୁମେ ସର୍ବଦା ମନେ ରଖିବା ଉଚିତ ଯେ, କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପ୍ରତ୍ୟେକ ଜନ୍ମରେ ରହିପାରିବେ ନାହିଁ । ତେଣୁ ସେହି ଜିନିଷକୁ ଖୋଜିବା ଉଚିତ୍: କୃଷ୍ଣ କେଉଁଠାରେ? ଆଧ୍ୟାତ୍ମିକ ଗୁରୁ କେଉଁଠାରେ? ତାହା ହେଉଛି ଜୀବନର ସିଦ୍ଧତା।"
690122 - ପ୍ରବଚନ BG 05.01-02 - ଲସ ଆ଼ଞ୍ଜେଲ୍ସ