OR/690212b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରଥମ କଥା ହେଉଛି ଧରାଯାଉ କେହି ଜଣେ ମୋ ବିଷୟରେ ଅତି କଠୋର କଥା କୁହନ୍ତି। ସ୍ୱାଭାବିକ ଭାବରେ ଆମେ କ୍ରୋଧିତ ହୋଇଥାଉ। ଯେପରି କେହି ମୋତେ ଡାକନ୍ତି, "ତୁମେ କୁକୁର," କିମ୍ବା "ତୁମେ ଘୁଷୁରୀ" । କିନ୍ତୁ ଯଦି ମୁଁ ଆତ୍ମ-ସାକ୍ଷାତକାରୀ, ଯଦି ମୁଁ ସମ୍ପୂର୍ଣ୍ଣ ଭଲ ଭାବେ ଜାଣେ ଯେ ମୁଁ ଏହି ଶରୀର ନୁହେଁ, ତେଣୁ ତୁମେ ମୋତେ ଘୁଷୁରୀ, କୁକୁର କିମ୍ବା ରାଜା, ସମ୍ରାଟ, ମଣିମା ବୋଲି କହିଥାଅ, ସେ କ’ଣ? ମୁଁ ଏହି ଶରୀର ନୁହେଁ। ତେଣୁ ତୁମେ ମୋତେ “ମହାରାଜ” ବୋଲି ଡାକିବ କିମ୍ବା ତୁମେ ମୋତେ କୁକୁର କିମ୍ବା ଘୁଷୁରୀ ବୋଲି କହିବ, ମୋର କ'ଣ କରିବାର ଅଛି? ମୁଁ ମହାରାଜ ନା କୁକୁର କି ବିଲେଇ ନୁହେଁ - ସେପରି କିଛି ନୁହେଁ। ମୁଁ କୃଷ୍ଣଙ୍କର ସେବକ।"
690212 - ପ୍ରବଚନ BG 05.26-29 - ଲସ ଆ଼ଞ୍ଜେଲ୍ସ