OR/690212c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ୟମ ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିବା; ନିୟମ - ନିୟମ ଏବଂ ନିୟମାବଳୀ ଅନୁସରଣ କରିବା; ଆସନ - ବସିବା ସ୍ଥିତିକୁ ଅଭ୍ୟାସ କରିବା; ପ୍ରତ୍ୟାହାର - ଇନ୍ଦ୍ରିୟଗୁଡ଼ିକୁ ଇନ୍ଦ୍ରିୟ ଉପଭୋଗରୁ ନିୟନ୍ତ୍ରଣ କରିବା; ଧ୍ୟାନ - ତାପରେ କୃଷ୍ଣ କିମ୍ବା ବିଷ୍ଣୁ ବିଷୟରେ ଚିନ୍ତା କରିବା; ଧାରଣା - ସ୍ଥିର; ପ୍ରାଣାୟାମ - ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ ଏବଂ ସମାଧି - କୃଷ୍ଣ ଚେତନାରେ ମଗ୍ନ । ତେଣୁ ଏହା ହେଉଛି ଯୋଗ ଅଭ୍ୟାସ । ତେଣୁ ଯଦି ଆରମ୍ଭରୁ କୃଷ୍ଣ ଚେତନାରେ ଥାଆନ୍ତି, ତେବେ ଏହି ଆଠଟି ବିଷୟ ସ୍ୱୟଂଚାଳିତ ଭାବରେ କରାଯାଇଥାଏ । ଜଣକୁ ପୃଥକ ଭାବରେ ଅଭ୍ୟାସ କରିବା ଆବଶ୍ୟକ କରେ ନାହିଁ । "
690212 - ପ୍ରବଚନ BG 05.26-29 - ଲସ ଆ଼ଞ୍ଜେଲ୍ସ