OR/690222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ଜନ୍ମ କର୍ମ ଚ ମେ ଦିବ୍ୟମଂ
ଏବଂ ୟୋ ବେତ୍ତି ତତ୍ତ୍ୱତଃ ।
ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ
ନୈତି ମାମେତି ସୋଽର୍ଜୁନ ॥
(ଭ.ଗୀ. ୪.୯)

ଚତୁର୍ଥ ଅଧ୍ୟାୟରେ କୁହାଯାଇଛି ଯେ 'ମୋର ପ୍ରକଟ, ଅପ୍ରକଟ ଏବଂ କାର୍ଯ୍ୟକଳାପ ସବୁ ଦିବ୍ୟ । ମୋ କାର୍ଯ୍ୟକଳାପ, ପ୍ରକଟ, ଅପ୍ରକଟର ଏହି ଦିବ୍ୟ ପ୍ରକୃତି ବୁଝିପାରୁଥିବା ବ୍ୟକ୍ତି, ଫଳାଫଳ ହେଉଛି 'ତ୍ୟକ୍ତ୍ୱା ଦେହଂ' ଏହି ଶରୀର ଛାଡିବା ପରେ, 'ପୁନର୍ଜନ୍ମ ନୈତି' ସେ ଏହି ଭୌତିକ ଜଗତରେ ପୁନର୍ବାର ଜନ୍ମ ଗ୍ରହଣ କରନ୍ତି ନାହିଁ । ତାହା ଚତୁର୍ଥ ଅଧ୍ୟାୟରେ ଦର୍ଶାଯାଇଛି । ଏହାର ଅର୍ଥ ତୁରନ୍ତ ମୁକ୍ତି ହାସଲ ହେଲା । ଏହା ଏକ ସତ୍ୟ। "

690222 - ପ୍ରବଚନ BG 07.01 - ଲସ ଆ଼ଞ୍ଜେଲ୍ସ