OR/690314b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ, କୃଷ୍ଣ ଚେତନା ଆନ୍ଦୋଳନ ମାନବ ସମାଜ ପାଇଁ ସବୁଠାରୁ ବଡ ଆଶୀର୍ବାଦ ଅଟେ ଏବଂ ଆମେ ଏହି ଆନ୍ଦୋଳନର ଫାଇଦା ନେବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ। ଏବଂ ପ୍ରକ୍ରିୟାଟି ଅତି ସହଜ: କେବଳ ହରେ କୃଷ୍ଣଙ୍କୁ ଜପ କରନ୍ତୁ। ଏବଂ ଏହି ବାଳକ ଓ ବାଳିକାମାନେ ନେଇଛନ୍ତି। ଏହି ଆନ୍ଦୋଳନ, ତୁମେ ସେମାନଙ୍କ ସହିତ ଆଲୋଚନା କରିପାରିବ, କିମ୍ବା ତୁମେ ମୋ ସହିତ ଆଲୋଚନା କରିପାରିବ । ଅବଶ୍ୟ, ତୁମେ ଯେତେ ଅଧିକ ଅଭ୍ୟାସ କରିବ ତୁମେ ବୁଝିବ, କାରଣ ହୃଦୟ ସଫା ନହେବା ପର୍ଯ୍ୟନ୍ତ… ଏହା କିଛି ସମୟ ନେଇଥାଏ । "
690314 - ପ୍ରବଚନ - ହାୱାଇ