OR/690319 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ନିଶ୍ଚିତ ଭାବରେ ପ୍ରକାଶ କରିବା ଉଚିତ, ପ୍ରଭୁଙ୍କ ସେବାରେ ନିୟୋଜିତ ହୋଇ ସେ କିପରି ଅନୁଭବ କରୁଛନ୍ତି, ବିନା କୌଣସି ସଂଶୟ ସହିତ। ଏବଂ କୃଷ୍ଣ ଭାବାନାମୃତ ହେବା ମାତ୍ରେ ସେ କବି ମଧ୍ୟ ହୁଅନ୍ତି। ଏହା ଅନ୍ୟ ଏକ ଯୋଗ୍ୟତା। ଜଣେ ବୈଷ୍ଣବ, ଜଣେ ଭକ୍ତ, ଛବିଶ ପ୍ରକାରର ଯୋଗ୍ୟତା ବିକାଶ କରନ୍ତି।, କେବଳ କୃଷ୍ଣଙ୍କ ସେବା ଦ୍ଵାରା । ଏଥିରୁ ଗୋଟିଏ ଯୋଗ୍ୟତା ହେଉଛି ଯେ ସେ କବିତା କରନ୍ତି। ତେଣୁ, ମଇମା ଅଂଶ ସର୍ଵ ପ୍ରତତ୍ନେନ (ଶ୍ରୀଧର ସ୍ୱାମୀ ଭାଷ୍ୟ)। ତେଣୁ ଆମେ କେବଳ… ଯଦି ଆମେ କେବଳ କୃଷ୍ଣ କିପରି ମହାନ, ଭଗବାନ କିପରି ମହାନ, ତାହା ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା, ତାହା ଯଥେଷ୍ଟ ସେବା ଅଟେ। "
690319 - ପ୍ରବଚନ SB 07.09.08-11 - ହାୱାଇ