OR/690424b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ସେ କୁହନ୍ତି, ବେଦାହଂ ସମତୀତାନି ( ଭ.ଗୀ. ୭.୨୬)। 'ମୁଁ ବର୍ତ୍ତମାନ, ଅତୀତ, ଭବିଷ୍ୟତର ସବୁକିଛି ଜାଣେ। ସବୁକିଛି' କିନ୍ତୁ ଆମେ ଜାଣୁ ନାହୁଁ । ଭୁଲିଯାଇଛନ୍ତି। ଆମର ଦୈନନ୍ଦିନ ଜୀବନରେ, ଆମ ପିଲାଦିନରେ, ଆମେ ଅନେକ କାର୍ଯ୍ୟ କରିଥିଲୁ । ଆମର ମନେ ନାହିଁ । କିନ୍ତୁ ଆମର ପିତାମାତା ହୁଏତ ମନେ ରଖିଥାଇପାରନ୍ତି, ପିଲାଦିନରେ ଆମେ ଏହା କରିଥିଲୁ । ତେଣୁ ଭୁଲିଯିବା ଆମର ପ୍ରକୃତି । କିନ୍ତୁ ଯଦି ଆମେ ନିରନ୍ତର କୃଷ୍ଣଙ୍କ ସହ ସମ୍ପର୍କ ରଖିବା, ତା'ହେଲେ ସେ ଆମକୁ ସ୍ମରଣ ଦେବେ। "
690424 - ବାର୍ତ୍ତାଳାପ C - ବୋଷ୍ଟୋନ୍