OR/690425 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଆଶା କରେ ନାହିଁ ଯେ ସମସ୍ତେ କୃଷ୍ଣଭାବାନାମୃତ ହେବେ। ଏହା ସମ୍ଭବ ନୁହେଁ। କିନ୍ତୁ ଯଦି ଆକାଶରେ ଗୋଟିଏ ଚନ୍ଦ୍ର ଅଛି, ତେବେ ଅନ୍ଧକାର ଦୂର କରିବା ପାଇଁ ଏହା ଯଥେଷ୍ଟ ଅଟେ। ଆପଣ ଅନେକ ତାରକା ଆବଶ୍ୟକ କରନ୍ତି ନାହିଁ। ଏକଶ ଚନ୍ଦ୍ରସ ତମୋ ହନ୍ତି ନ ଚ ତାରା ସହସ୍ରଶଃ (ହିତୋପଦେଶ ୨୫)। ଯଦିଓ ସେଠାରେ ..., ଯଦି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ବୁଝିପାରନ୍ତି କୃଷ୍ଣ ଭାବାନାମୃତ ଆନ୍ଦୋଳନ କ’ଣ, ତାହା ତେବେ ସେ ଅନ୍ୟ ଲୋକଙ୍କ ପାଇଁ ବହୁତ ଭଲ କରିପାରିବେ । ତେଣୁ ଆପଣ ସମସ୍ତେ ବୁଦ୍ଧିମାନ ବାଳକ ଏବଂ ଝିଅ ଅଟନ୍ତି । ଆପଣଙ୍କର ସମସ୍ତ କାରଣ ବା ଯୁକ୍ତି ସହିତ ଏହି କୃଷ୍ଣଭାବାନାମୃତ ଦର୍ଶନକୁ ବୁଝିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ଏହାକୁ ଗମ୍ଭୀରତାର ସହ ବୁଝିବାକୁ ଚେଷ୍ଟା କରନ୍ତୁ ।"
690425 - ବାର୍ତ୍ତାଳାପ - ବୋଷ୍ଟୋନ୍