OR/690430b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ ଏହି ଚାରିଟି ଜିନିଷ ଆପଣଙ୍କ ସହିତ ଆସିବ। ତେଣୁ ଭଗବଦ୍-ଗୀତାରେ କୁହାଯାଇଛି ଯେ ମଦ-ଧାମ ଗତ୍ଵା ପୁନର୍ଜନ୍ମ ନ ବିଦ୍ୟତେ ( ଭ.ଗୀ. ୮.୧୬)। "ଯଦି ତୁମେ ଆଧ୍ୟାତ୍ମିକ ଆକାଶରେ ମୋ ବାସସ୍ଥାନରେ ପହଞ୍ଚିବ, ତା’ହେଲେ ତୁମର ଆଉ ଜନ୍ମ ହେବ ନାହିଁ। ତେଣୁ ଏହି ପୁରୁଷ-ମହିଳା ପ୍ରଶ୍ନ ସବୁଆଡେ ଅଛି। କେବଳ ପାର୍ଥକ୍ୟ ହେଉଛି ଆଧ୍ୟାତ୍ମିକ ଜଗତରେ ଯୌନ ଜୀବନର ଆବଶ୍ୟକତା ନାହିଁ, କିମ୍ବା କୌଣସି ପ୍ରଭାବଶାଳୀ ଯୌନ ଜୀବନ ନାହିଁ, ଯଦିଓ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଆକର୍ଷଣ ଅଛି । ତାହା ହେଉଛି ... ଠିକ୍ ରାଧା ଏବଂ କୃଷ୍ଣଙ୍କ ପରି । "
690430 - ବାର୍ତ୍ତାଳାପ Excerpt - ବୋଷ୍ଟୋନ୍