OR/690430 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ କୃଷ୍ଣ କହିଛନ୍ତି ଯେ ଜୀବନର ଭୌତିକ ସ୍ଥର କିମ୍ବା ଜୀବନର ଶାରୀରିକ ସ୍ଥରରେ ଆମର ଇନ୍ଦ୍ରିୟଗୁଡିକ ଅତ୍ୟନ୍ତ ପ୍ରତିଷ୍ଠିତ। ତାହା ବର୍ତ୍ତମାନ ମୁହୂର୍ତ୍ତରେ ଚାଲିଛି। ବର୍ତ୍ତମାନ ସମୟରେ ନୁହେଁ; ଏହି ଭୌତିକ ଜଗତ ସୃଷ୍ଟି ହେବା ପରଠାରୁ। ତାହା ହେଉଛି ରୋଗ, ଯେ 'ମୁଁ ଏହି ଶରୀର' । ଶ୍ରୀମଦ-ଭାଗବତ କୁହନ୍ତି ଯେ ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ସ୍ଵ-ଧିଃ କଳତ୍ରାଦିଷୁ ଭୌମ ଇଯ୍ୟ-ଧିଃ ( ଭା. ୧୦.୮୪.୧୩), ଯେକେହି ଏହି ଶାରୀରିକ ବୁଝାମଣାର ଧାରଣା ରହିଛନ୍ତି, 'ମୁଁ ଏହି ଶରୀର' । ଆତ୍ମ-ବୁଦ୍ଧିଃ କୁଣପେ ତ୍ରି-ଧାତୁ । ଆତ୍ମ-ବୁଦ୍ଧିଃର ଅର୍ଥ ହେଉଛି ଚର୍ମ ଏବଂ ହାଡର ଏହି ବ୍ୟାଗରେ ଆତ୍ମର ଧାରଣା । ଏହା ଏକ ବ୍ୟାଗ୍ । ଏହି ଶରୀର ଚର୍ମ, ହାଡ, ରକ୍ତ, ପରିସ୍ରା, ମଳ ଏବଂ ଅନେକ ସୁନ୍ଦର ଜିନିଷର ଏକ ବ୍ୟାଗ । ଆପଣ ଦେଖୁଛନ୍ତି କି? କିନ୍ତୁ ଆମେ ଭାବୁଛୁ ଯେ 'ମୁଁ ହାଡ ଏବଂ ଚର୍ମର ଏହି ବ୍ୟାଗ ଏବଂ ମଳ ଏବଂ ପରିସ୍ରା । ତାହା ହେଉଛି ଆମର ସୌନ୍ଦର୍ଯ୍ୟ । ତାହା ହେଉଛି ଆମର ସବୁକିଛି '। "
690430 - ପ୍ରବଚନ Northeastern University - ବୋଷ୍ଟୋନ୍