OR/690501b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ନାସ୍ତିକ ଶ୍ରେଣୀର ପୁରୁଷ, ସେମାନେ ନିଜକୁ ମୁକ୍ତ ବୋଲି ଘୋଷଣା କରୁଛନ୍ତି, 'ଭଗବାନ ନାହାନ୍ତି', ଯେତେବେଳେ ଏହା ସବୁ ନିର୍ବୋଧ - ମୁଢ। ସେମାନଙ୍କୁ ମୁଢ, ପ୍ରଥମ ଶ୍ରେଣୀ ମୂର୍ଖ ବୋଲି ବର୍ଣ୍ଣନା କରାଯାଇଛି। ନ ମାଂ ଦୁଷ୍କୃତିନୋ ମୂଢାଃ ପ୍ରପଦ୍ୟନ୍ତେ ନରାଧମାଃ ( ଭ.ଗୀ. ୭.୧୫) । ଭଗବଦ୍-ଗୀତା ଅଧ୍ୟୟନ କରନ୍ତୁ । ସବୁକିଛି ସେଠାରେ ଅଛି । ଯେଉଁମାନେ ନରାଧମ, ମାନବଜାତିର ସର୍ବନିମ୍ନ । ଯେହେତୁ ମାନବଜାତିର ସର୍ବନିମ୍ନ ନାସ୍ତିକ, ସେହିପରି ମାନବଜାତିର ସର୍ବୋଚ୍ଚ ହେଉଛି କୃଷ୍ଣଭାବାନାମୃତ । ତେଣୁ ମାନବଜାତିର ସର୍ବୋଚ୍ଚ ପ୍ରକାରର ହେବାକୁ ଚେଷ୍ଟା କରନ୍ତୁ । ସର୍ବୋଚ୍ଚ ମାନବଜାତିର ଅଭାବ ପାଇଁ ଦୁନିଆ ଯନ୍ତ୍ରଣା ଭୋଗୁଛି । ଏବଂ ଆଦର୍ଶ ହୁଅନ୍ତୁ ।
690501 - ପ୍ରବଚନ Appearance Day of Lord Nrsimhadeva - ବୋଷ୍ଟୋନ୍