OR/690502 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ କୁହନ୍ତି, "ତୁମକୁ ଏହି ସମସ୍ତ ଗ୍ରହଣ ଏବଂ ପ୍ରତ୍ୟାଖ୍ୟାନ ନିର୍ବୋଧତାକୁ ତ୍ୟାଗ କରିବାକୁ ପଡିବ । ତୁମେ ମୋତେ ଗ୍ରହଣ କରିବାକୁ ପଡିବ, ତାପରେ ତୁମେ ଖୁସି ହେବ। " । ସର୍ବ-ଧର୍ମାନ । ସର୍ବ-ଧର୍ମାନର ଅର୍ଥ ହେଉଛି କିଛି ଧାର୍ମିକ ଅନୁଷ୍ଠାନ ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ ଏବଂ କେତେକ ଧାର୍ମିକ ଅନୁଷ୍ଠାନ ଏହି ଭୌତିକ ଜଗତକୁ ପ୍ରତ୍ୟାଖ୍ୟାନ କରିବା ନିମିତ୍ତ । ତେଣୁ ଆମକୁ ଏସବୁ, ଗ୍ରହଣ ଏବଂ ପ୍ରତ୍ୟାଖ୍ୟାନ ଛାଡିବାକୁ ପଡିବ । ଆମକୁ କୃଷ୍ଣଙ୍କ ପଥ, କୃଷ୍ଣ ଚେତନା ଗ୍ରହଣ କରିବାକୁ ପଡିବ । "ମୋ ନିକଟରେ ସମର୍ପଣ କର।" ତା’ପରେ ଆମେ ଖୁସି ହେବୁ। "
690502 - ପ୍ରବଚନ at International Student Association Cambridge - ବୋଷ୍ଟୋନ୍