OR/690521 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ସାହିତ୍ୟ ସୂଚିତ କରେ ଯେ ଲବଧ୍ଵା ସୁଦୁର୍ଲଭମ ଇଦଂ ( ଭା. ୧୧.୯.୨୯)। ଇଦଂର ଅର୍ଥ ହେଉଛି 'ଏହା'। 'ଏହାର ଅର୍ଥ ହେଉଛି ଏହି ଶରୀର, ଏହି ସୁଯୋଗ, ମାନବ ଜୀବନ, ବିକଶିତ ଚେତନା, ପୂର୍ଣ୍ଣ ସୁବିଧା। ପଶୁମାନଙ୍କର, ସେମାନଙ୍କର କୌଣସି ସୁବିଧା ନାହିଁ । ସେମାନେ ଜଙ୍ଗଲରେ ବାସ କରନ୍ତି । କିନ୍ତୁ ଆମେ ଏହି ଜଙ୍ଗଲଗୁଡିକ, ଏହି ଜଙ୍ଗଲଗୁଡିକ, ଅନେକ ଆରାମଦାୟକ ପରିସ୍ଥିତି ପାଇଁ ବ୍ୟବହାର କରିପାରିବା । ତେଣୁ ଆମକୁ ବିକଶିତ ଚେତନା, ବୁଦ୍ଧି ମିଳିଛି । ଆମେ ବ୍ୟବହାର କରିପାରିବା । ତେଣୁ ଏହାକୁ ବ୍ୟବହାର କରିପାରିବା । ଅର୍ଥଦମ୍ କୁହାଯାଏ । ଅର୍ଥ। ଅର୍ଥର ଦୁଇଟି ଅର୍ଥ ଅଛି । ଅର୍ଥ-ଶାସ୍ତ୍ର । ଅର୍ଥ-ଶାସ୍ତ୍ର ଅର୍ଥ ଅର୍ଥନୀତି, ଧନ କିପରି ବଢ଼ାଇବ । ଏହାକୁ ଅର୍ଥ କୁହାଯାଏ ତେଣୁ ଅର୍ଥଦମ୍ । ଏହି ମାନବ ଜୀବନର ରୂପ ତୁମକୁ ଅର୍ଥ ପ୍ରଦାନ କରିପାରିବ । ଅର୍ଥର ଅର୍ଥ କିଛି ମହତ୍ଵପୂର୍ଣ୍ଣ । "
690521 - ପ୍ରବଚନ Initiation - New Vrindaban, USA