OR/690712b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର, ସେ କିପରି ପ୍ରକଟ ହୁଅନ୍ତି, ସେ କିପରି ଅପ୍ରକଟ ହୁଅନ୍ତି, ତାଙ୍କର ସାମ୍ବିଧାନିକ ସ୍ଥିତି କ’ଣ, ମୋର ସାମ୍ବିଧାନିକ ସ୍ଥିତି କ’ଣ, କୃଷ୍ଣଙ୍କ ସହ ସମ୍ପର୍କ କଣ, କିପରି ବଞ୍ଚିବି? ସବୁକିଛି। କେବଳ ଯଦି ତୁମେ ଏସବୁ ବୁଝ, କୃଷ୍ଣ କୁହନ୍ତି, ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ଜାନାତି ତତ୍ତ୍ୱତଃ ... ତତ୍ତ୍ୱତଃ ଅର୍ଥ ବାସ୍ତବତା, ବୈଜ୍ଞାନିକତା ଭାବରେ; ମନଇଚ୍ଛା କିମ୍ବା ଭାବନା କିମ୍ବା ଧର୍ମାନ୍ଧ ଦ୍ୱାରା ନୁହେଁ। ନା। କୃଷ୍ଣ ଚେତନା ସବୁକିଛି ବୈଜ୍ଞାନିକତା ଭାବରେ, ଦୃଢ଼ ବୈଜ୍ଞାନିକତା ଭାବରେ ଅଟେ। ଏହା କୌଣସି କଳ୍ପନା ନୁହେଁ। "
690712 - ପ୍ରବଚନ SB - ଲସ ଆ଼ଞ୍ଜେଲ୍ସ