OR/690716 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଆଜି ମୂର୍ତି ପ୍ରତିଷ୍ଠା କରିବାର ଏହି କାର୍ଯ୍ୟ, ଏହା ସ୍ୱୀକୃତିପ୍ରାପ୍ତ। ଠିକ୍ ଯେପରି ମୁଁ ଅନେକ ଥର ଉଦାହରଣ ଦେଇଛି ଯେ ଯେତେବେଳେ ତୁମେ ତୁମର ଚିଠି ରାସ୍ତାରେ ଥିବା ଡାକ ବାକ୍ସରେ ରଖିବ, କାରଣ ସେଠାରେ ଡାକ ବାକ୍ସ ଲେଖା ଅଛି, ତୁମେ ଜାଣ ଯେ ଏହା ପ୍ରାଧିକୃତ ବାକ୍ସ ଅଟେ । ଏବଂ ଯଦି ତୁମେ ତୁମର ଚିଠିକୁ ଏହି ବାକ୍ସ ଭିତରେ ରଖିବ, ଏହା ନିଶ୍ଚିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ଡାକଘର କାମ କରିବ । ତେଣୁ ବିରାଟ ଡାକଘର ବିଲଡିଂ ଏବଂ ସେହି ଛୋଟ ବାକ୍ସ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ କାରଣ ଏହା ପ୍ରାଧିକୃତ ଅଟେ । ସେହିପରି ଭାବରେ ପ୍ରତିମା ପୂଜା ଓ ମୂର୍ତ୍ତି ପୂଜା ମଧ୍ୟରେ ପାର୍ଥକ୍ୟ ଅଛି । ଯଦି ଅନୁମୋଦିତ ପ୍ରକ୍ରିୟା ଗ୍ରହଣ ନହୁଏ, ତେବେ ଏହା ପ୍ରତିମା ପୂଜା ଅଟେ। "
690716 - ପ୍ରବଚନ Festival Installation, Sri Sri Rukmini Dvarakanatha - ଲସ ଆ଼ଞ୍ଜେଲ୍ସ