OR/690908c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଶରୀର ବଦଳୁଛି। କେବଳ ତୁମର ପିଲାଦିନକୁ ମନେପକାଅ: ଓଃ, ଆମେ କେତେ କଷ୍ଟଦାୟକ ଜୀବନ ଅତିବାହିତ କରିଛୁ ଆମର... ଅନ୍ତତଃ ପକ୍ଷେ ମୁଁ ମନେ ପକାଇପାରେ। ସମସ୍ତେ ମନେ ପକାଇ ପାରିବେ। ତେଣୁ ଏହି ସମସ୍ୟାକୁ ବନ୍ଦ କର। ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (Vanisource:BG 15.6 (1972)।ଭ.ଗୀ. ୧୫.୬) । ଏବଂ ଅସୁବିଧା କ'ଣ? ତୁମେ ନିଜ କାମ କର ଏବଂ ହରେ କୃଷ୍ଣ ଜପ କର । ଆମେ କହି ନାହୁଁ ଯେ ତୁମେ ତୁମର ବ୍ୟବସାୟ ବନ୍ଦ କର, ତୁମର ବୃତ୍ତି ବନ୍ଦ କର । ତୁମେ ରୁହ । ଯେପରି ସେ ଶିକ୍ଷକ ଅଟନ୍ତି। ଠିକ୍ ଅଛି, ସେ ଶିକ୍ଷକ ଅଟନ୍ତି। ସେ ସୁନାରୀ ଅଟନ୍ତି। ସୁନାରୀ ରୁହନ୍ତୁ। ସେ କିଛି, ସେ କିଛି ଅଟନ୍ତି। ଏଥିରେ କୌଣସି ଫରକ ପଡ଼େ ନାହିଁ। କିନ୍ତୁ କୃଷ୍ଣ ଭାବନାମୃତ ହୁଅ। ହରେ କୃଷ୍ଣ ଜପ କର। କୃଷ୍ଣ ବିଷୟରେ ଚିନ୍ତା କର । କୃଷ୍ଣ ପ୍ରସାଦ ଗ୍ରହଣ କର । ସେଥିରେ ସବୁକିଛି ଅଛି। ଏବଂ ଖୁସି ହୁଅ। ତାହା ହେଉଛି ଆମର ପ୍ରଚାର। ତୁମେ ନିଜେ ଶିଖ, ଏବଂ ଏହି ସଂସ୍କୃତିର ପ୍ରଚାର କର। ଲୋକମାନେ ଖୁସି ହେବେ। ସରଳ ପଦ୍ଧତି। "
690908 - ବାର୍ତ୍ତାଳାପ - ହାମବର୍ଗ