OR/691130b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ପାଗଳ ହେବା ଉଚିତ୍ ନୁହେଁ। ମାନବ ଜୀବନ ଏଥିପାଇଁ ଉଦ୍ଦିଷ୍ଟ ନୁହେଁ। ତାହା ହେଉଛି ବର୍ତ୍ତମାନର ସଭ୍ୟତାର ଦୋଷ। ସେମାନେ ଇନ୍ଦ୍ରିୟ ସୁଖ ପଛରେ ପାଗଳ, କେବଳ ସେତିକି । ସେମାନେ ଜୀବନର ଏହି ମୂଲ୍ୟ ଜାଣନ୍ତି ନାହିଁ - ବହୁମୂଲ୍ୟ ଜୀବନ, ମାନବ ଜୀବନକୁ ଅବହେଳା କରନ୍ତି। ଏବଂ ଏହି ଶରୀର ସମାପ୍ତ ହେବା ମାତ୍ରେ ସେ କେଉଁ ପ୍ରକାର ଶରୀର ନେବାକୁ ଯାଉଛନ୍ତି ତାହାର କୌଣସି ଗ୍ୟାରେଣ୍ଟି ନାହିଁ। "
691130 - ପ୍ରବଚନ on Sankirtan - ଲଣ୍ଡନ