OR/691201 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମର ଜୀବନ ଜ୍ଞାନ, ଦିବ୍ୟ, ସୁଖୀ ଜ୍ଞାନରେ ପରିପୂର୍ଣ୍ଣ ହେବ: ବିଦ୍ୟା-ବଧୂ-ଜୀବନମ୍। ଆନନ୍ଦାମବୁଦ୍ଧି-ବର୍ଦ୍ଧନଂ: ଏବଂ ଦିବ୍ୟ ସୁଖ ବୃଦ୍ଧି ପାଇବ, ଆମ୍ବୁଧି । ଆମ୍ବୁଧି ଅର୍ଥ ସମୁଦ୍ର। ଯେପରି ପୂର୍ଣ୍ଣଚନ୍ଦ୍ର ରାତିରେ ସମୁଦ୍ର ବଢିବା ପରି ଯେତେବେଳେ ତୁମର ଜ୍ଞାନ ପୂର୍ଣ୍ଣିମା ପରି ହେବ, ତୁମର ଆନନ୍ଦ ମଧ୍ୟ ବୃଦ୍ଧି ପାଇବ । ତେଣୁ ଏହି ଜିନିଷଗୁଡ଼ିକ ହାସଲ ହେବ, ପରଂ ବିଜୟତେ ଶ୍ରୀ-କୃଷ୍ଣ-ସଂକୀର୍ତ୍ତନମ୍: 'ହରେ କୃଷ୍ଣ ମନ୍ତ୍ର ଜପ କରିବାର ସମସ୍ତ ଗୌରବ' । ତେଣୁ ଦୟାକରି ଆମର ଅନୁରୋଧ ଗ୍ରହଣ କର ଏବଂ ଜପ କର ଓ ଖୁସି ହୁଅ।"
691201 - ପ୍ରବଚନ - ଲଣ୍ଡନ