OR/700429 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ଆମର ସାଧାରଣ ଜୀବନରେ, ସବୁ ଜାଗାରେ ଆମେ କିଛି ମୁଖ୍ୟ ବ୍ୟକ୍ତି, ଜଣେ ନେତା ଅଛନ୍ତି, ଯେପରି ତୁମେ ମୋତେ ତୁମର ନେତା ଭାବରେ ଗ୍ରହଣ କରିଛ। ସେହିଭଳି ନେତାଙ୍କ ନେତା, ନେତାଙ୍କ ନେତା, ଆଗକୁ ବଢନ୍ତୁ, ଆଗକୁ ବଢନ୍ତୁ, ଖୋଜି ଚାଲନ୍ତୁ; ଯେତେବେଳେ ତୁମେ କୃଷ୍ଣଙ୍କ ପାଖକୁ ଆସିବ, ସେ ସମସ୍ତଙ୍କର ନେତା ଅଟନ୍ତି। ତାହା ହେଉଛନ୍ତି କୃଷ୍ଣ। ସେ ସବୁ। ଈଶ୍ଵରଃ ପରମଃ କୃଷ୍ଣଃ (ବ୍ର.ସଂ. ୫.୧ ) ଏହାର ଅର୍ଥ ହେଉଛି 'ପରମ'। ମୁଁ ଏହି ଅନୁଷ୍ଠାନର ନିୟନ୍ତ୍ରକ ହୋଇପାରିବି; ରାଷ୍ଟ୍ରପତି ଏହି ଦେଶର ନିୟନ୍ତ୍ରକ ହୋଇପାରିବେ; କିନ୍ତୁ 'ମୁଁ ସର୍ବୋଚ୍ଚ ନିୟନ୍ତ୍ରକ' ବୋଲି କେହି ଦାବି କରିପାରିବେ ନାହିଁ। ଏହା ସମ୍ଭବ ନୁହେଁ। ତାହା କେବଳ କୃଷ୍ଣଙ୍କ ପାଇଁ। ସେହି ପୋଷ୍ଟଟି କୃଷ୍ଣଙ୍କ ପାଇଁ ।"
700429 - ପ୍ରବଚନ ISO and Initiations - ଲସ ଆ଼ଞ୍ଜେଲ୍ସ