OR/700430b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପର୍ଯ୍ୟନ୍ତ ଆମ ବିଷୟରେ, ଆମକୁ ପ୍ରଚାର କରିବାକୁ ପଡିବ। ଏହା ହେଉଛି ଭକ୍ତି ଜୀବନର ଦ୍ୱିତୀୟ ସ୍ଥର । ଦ୍ୱିତୀୟ ସ୍ଥରରେ କେବଳ ଭଗବାନଙ୍କୁ ପ୍ରେମ କରିବା ନୁହେଁ, ବରଂ ଭଗବାନଙ୍କୁ ପ୍ରେମ କରୁଥିବା ଭକ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା। ତାହା ହେଉଛି ସମାଜ। ଆମ ସମାଜ ହେଉଛି ଭକ୍ତମାନେ । କେବଳ ଭଗବାନଙ୍କୁ ପ୍ରେମ ପାଇଁ ଅଭ୍ୟାସ କରିବା ଉଚିତ୍ ନୁହେଁ, ବରଂ ଆମେ ବନ୍ଧୁତା ସ୍ଥାପନ କରିବା ଏବଂ ଭକ୍ତମାନଙ୍କୁ ମଧ୍ୟ ପ୍ରେମ କରିବା ଉଚିତ୍ । ଏବଂ ତା’ପରେ ଯେଉଁମାନେ ନିର୍ଦ୍ଦୋଷ, ଯେଉଁମାନେ ବୁଝନ୍ତି ନାହିଁ କୃଷ୍ଣ କଣ, ଆମେ ପ୍ରଚାର କରିବା ଉଚିତ । ଏବଂ ଯେଉଁମାନେ ନାସ୍ତିକ, ଭଗବାନଙ୍କ ବିରୁଦ୍ଧରେ, ଆମେ ସେମାନଙ୍କୁ ଏଡ଼ାଇବା । "
700430 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ