OR/700505c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆପଣ ପୋଲିସର ସଜାଗତାକୁ ଏଡାଇ ପାରିବେ, କିନ୍ତୁ ଆପଣ ଭଗବାନଙ୍କ ସଜାଗତାକୁ ଏଡାଇ ପାରିବେ ନାହିଁ। ଦିନ ସାକ୍ଷୀ, ରାତି ସାକ୍ଷୀ, ବାୟୁ ସାକ୍ଷୀ, ସୂର୍ଯ୍ୟ ସାକ୍ଷୀ, ଚନ୍ଦ୍ର ସାକ୍ଷୀ। ଆମେ କିପରି ପାପପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରେଇ ରହିପାରିବା? ତେଣୁ ଯଦି ତୁମେ ନିଜକୁ ବଞ୍ଚାଇବାକୁ ଚାହୁଁଛ, ତେବେ ତୁମକୁ ଏହି କୃଷ୍ଣ ଭାବନାମୃତକୁ ନେବାକୁ ପଡିବ। ନଚେତ୍ ତୁମେ ବିନଷ୍ଟ ହେବ। "
700505 - ପ୍ରବଚନ ISO 03 - ଲସ ଆ଼ଞ୍ଜେଲ୍ସ