OR/700506 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ, ଯଦିଓ ସେ ସର୍ବଦା ଗୋଲୋକ ବୃନ୍ଦାବନରେ ଅଛନ୍ତି, ତାଙ୍କର କିଛି କରିବାର ନାହିଁ, ସେ କେବଳ ତାଙ୍କ ସହଯୋଗୀ, ଗୋପୀ ଏବଂ ଗୋପାଳ ବାଳକ, ତାଙ୍କ ମା, ତାଙ୍କ ପିତାଙ୍କ ସହ ଉପଭୋଗ କରୁଛନ୍ତି। ମୁକ୍ତ, ସମ୍ପୂର୍ଣ୍ଣ ମୁକ୍ତ। ଏବଂ ଯେଉଁମାନେ ସହଯୋଗୀ, ସେମାନେ ତାଠାରୁ ଅଧିକ ମୁକ୍ତ ଅଟନ୍ତି କାରଣ ଯେତେବେଳେ ସହଯୋଗୀମାନେ ବିପଦରେ ପଡ଼ନ୍ତି, କୃଷ୍ଣ ସେମାନଙ୍କୁ କିପରି ବଞ୍ଚାଇବେ ସେଥିପାଇଁ କିଛି ଚିନ୍ତା ପ୍ରକଟ କରିଥାନ୍ତି, କିନ୍ତୁ ସହଯୋଗୀମାନେ ସେମାନଙ୍କର କୌଣସି ଚିନ୍ତା କରନ୍ତି ନାହିଁ। 'ଓଃ, କୃଷ୍ଣ ଅଛନ୍ତି'। କେବଳ ଦେଖନ୍ତୁ। (ଚକ୍) ସହଯୋଗୀମାନେ, ସେମାନଙ୍କର କୌଣସି ଚିନ୍ତା ନାହିଁ। "
700506 - ପ୍ରବଚନ ISO 1-4 - ଲସ ଆ଼ଞ୍ଜେଲ୍ସ