OR/700506b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକୌଣସି ଘଟଣା ଘଟୁଛି, ତୁମେ କୃଷ୍ଣ ପୁସ୍ତକରେ ପଢିବ - ଅନେକ ବିପଦ। କୃଷ୍ଣଙ୍କ ସହ ବାଳକମାନେ ପ୍ରତିଦିନ ବାଛୁରୀ ଓ ଗାଈ ସହିତ ଯାଇ ଯମୁନା କୂଳରେ ଜଙ୍ଗଲରେ ଖେଳୁଥିଲେ ଏବଂ କଂସ ସେମାନଙ୍କୁ ବିନାଶ କରିବା ପାଇଁ କିଛି ରାକ୍ଷସ ପଠାଇବ । ତେଣୁ ତୁମେ ଦେଖିଛ, ତୁମେ ଚିତ୍ର ମଧ୍ୟ ଦେଖିବ । ତେଣୁ ସେମାନେ କେବଳ ଉପଭୋଗ କରିବେ କାରଣ ସେମାନେ ଅତ୍ୟଧିକ ଆତ୍ମବିଶ୍ୱାସୀ । ତାହା ହେଉଛି ଆଧ୍ୟାତ୍ମିକ ଜୀବନ । ଅବଶ୍ୟ ରକ୍ଷିବେ କୃଷ୍ଣ ବିଶ୍ଵାସ ପାଳନ (ଶରଣାଗତି )। ଏହି ଦୃଢ଼ ବିଶ୍ୱାସ, ଯେ କୌଣସି ବିପଜ୍ଜନକ ଅବସ୍ଥା, କୃଷ୍ଣ ମୋତେ ରକ୍ଷା କରିବେ, ଏହା ଆତ୍ମସମର୍ପଣ। "
700506 - ପ୍ରବଚନ ISO 01-4 - ଲସ ଆ଼ଞ୍ଜେଲ୍ସ