OR/700507b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧର୍ମସ୍ୟ ତତ୍ୱଂ ନିହିତ ଗୁହ୍ୟାୟମ୍। ଧାର୍ମିକ ପ୍ରକ୍ରିୟାର ରହସ୍ୟ ଗୁମ୍ଫାରେ କିମ୍ବା ହୃଦୟରେ ଅଛି। ତେବେ ଏହାକୁ କିପରି ହୃଦୟଙ୍ଗମ କରାଯିବ? ମହଜାନୋ ୟେନ ଗତଃ ସ ପନ୍ଥା (ଚ.ଚ. ମଧ୍ୟ ୧୭.୧୮୬) ଆପଣ ମହାନ ବ୍ୟକ୍ତିତ୍ବ ମାନଙ୍କୁ ଅନୁସରଣ କରିବାକୁ ପଡିବ। ତେଣୁ ଆମେ ପ୍ରଭୁ କୃଷ୍ଣ ବା ପ୍ରଭୁ ଚୈତନ୍ୟଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରୁଛୁ। ତାହା ହେଉଛି ସିଦ୍ଧତା। ଆପଣଙ୍କୁ ବେଦରୁ ପ୍ରମାଣ ନେବାକୁ ପଡିବ। ଆପଣଙ୍କୁ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପଡିବ। ସଫଳତା ନିଶ୍ଚିତ। କେବଳ ସେତିକି । "
700507 - ପ୍ରବଚନ ISO 05 - ଲସ ଆ଼ଞ୍ଜେଲ୍ସ