OR/700509 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି କିଛି ଲୋକଙ୍କୁ ସତ୍ୱ ସ୍ଥରକୁ ଆଣିବା। ବିଶ୍ୱ ବର୍ତ୍ତମାନ ଏହା ଆବଶ୍ୟକ କରେ। ବିଶ୍ୱର କିଛି ବ୍ରାହ୍ମଣ, ଯୋଗ୍ୟ ବ୍ରାହ୍ମଣଙ୍କର ଆବଶ୍ୟକତା ରହିଛି। ତାହା ନୁହେଁ... ତୁମେ ଯୋଗ୍ୟ ବ୍ରାହ୍ମଣ ହେବା ପାଇଁ ତାଲିମ ପ୍ରାପ୍ତ ହେଉଛ । "
700509 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ