OR/700703b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ତୁମେ ଜପ କରୁଛ, ତୁମେ ମଧ୍ୟ ଶୁଣିବା ଉଚିତ୍। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ। ତୁମେ ଏକା ସମୟରେ ଶୁଣିବା ଉଚିତ୍। ତା’ପରେ ମନ ଏବଂ ମନ ଇନ୍ଦ୍ରିୟଗୁଡିକ ଏକତ୍ର ହେବେ । ତାହା ହେଉଛି ସମାଧି । ତାହା ହେଉଛି ଯୋଗର ସିଦ୍ଧତା । ଏହି ଯୋଗକୁ ଭଗବଦ୍-ଗୀତାରେ ସୁପାରିଶ କରାଯାଇଅଛି: ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା (ଭ.ଗୀ. ୬.୪୭) । ସମସ୍ତେ ଜପ କରୁଥିବା ସମୟରେ ତାହା ଶୁଣିବା ଉଚିତ୍। "
700703 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ