OR/700703c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ଭୌତିକବାଦୀ ବ୍ୟକ୍ତି, ସେମାନେ ଶହ ଶହ ହଜାର ପ୍ରସଙ୍ଗ ପାଇଛନ୍ତି ଏବଂ ଯଦିଓ ଆମେ କୃଷ୍ଣ ଭାବନାମୃତରେ ଅଛୁ, କାରଣ ଆମେ ଭୌତିକ ଜଗତରେ ଅଛୁ, ବେଳେବେଳେ ଆମକୁ ଅନେକ ଅନାବଶ୍ୟକ କଥାବାର୍ତ୍ତା କରିବାକୁ ପଡିବ। କିନ୍ତୁ ମନେରଖ ଯେ ଆମର ଅନାବଶ୍ୟକ କଥାବାର୍ତ୍ତା ଏବଂ ଅନ୍ୟମାନଙ୍କର ଅନାବଶ୍ୟକ କଥାବାର୍ତ୍ତା ସମାନ ନୁହେଁ, କାରଣ ଆମେ ବେଳେବେଳେ ଅନାବଶ୍ୟକ ଭାବରେ କଥାବାର୍ତ୍ତା କରୁ, କିନ୍ତୁ ଉଦ୍ଦେଶ୍ୟ ହେଉଛି କୃଷ୍ଣ। "
700703 - ପ୍ରବଚନ SB 02.01.01-6 - Partial Recording - ଲସ ଆ଼ଞ୍ଜେଲ୍ସ