OR/701104 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ କୃଷ୍ଣ ବ୍ୟକ୍ତିଗତ ଭାବରେ କୁହନ୍ତି ଯେ "ତୁମେ କେବଳ ମୋ ନିକଟରେ ଆତ୍ମସମର୍ପଣ କର"। ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଆତ୍ମସମର୍ପଣ କରିଛନ୍ତି? ଭଗବାନ କୃଷ୍ଣ ଭଗବଦ୍-ଗୀତାରେ କୁହନ୍ତି ଯେ "ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର"। (ଭ.ଗୀ. ୧୮.୬୬) । ତେବେ କେତେ ଜଣ ଏହା କରିଛନ୍ତି? ତେବେ ଏହା ଏକ ଘୃଣ୍ୟ ପ୍ରଶ୍ନ, "ଯଦି ସମସ୍ତେ ଆତ୍ମସମର୍ପଣ କରନ୍ତି, ତେବେ ଦୁନିଆର କ’ଣ ହେବ?" କିନ୍ତୁ ତାହା କେବେ ହେବ ନାହିଁ । ଆତ୍ମସମର୍ପଣ କରିବା ଅତ୍ୟନ୍ତ କଷ୍ଟକର । ଯାହା ସେ ଜାଣନ୍ତି ନାହିଁ । (ହିନ୍ଦୀ) ଆଶା କରାଯାଏ ନାହିଁ ଯେ ସମସ୍ତେ ସାଧୁ ହୁଅନ୍ତି । ସାଧୁ ହେବା ଏତେ ସହଜ ନୁହେଁ, ବିଶେଷକରି ସାଧୁଙ୍କର ଏହି ପ୍ରକୃତି, ଶୁଦ୍ଧ। "
701104 - ବାର୍ତ୍ତାଳାପ - ମୁମ୍ବାଇ