OR/701110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (ଭ.ଗୀ. ୧୮.୬୧) ସେ ସମସ୍ତଙ୍କ ହୃଦୟରେ ଅବସ୍ଥିତ। ଅଣ୍ଡାନ୍ତରସ୍ଥ-ପରମାଣୁ ଚୟାନ୍ତରସ୍ଥ (ବ୍ର.ସଂ. ୫.୩୫) । ସେ ଏହି ବ୍ରହ୍ମାଣ୍ଡ ଭିତରେ ଅଛନ୍ତି ଏବଂ ସେ ମଧ୍ୟ ପରମାଣୁ ଭିତରେ ଅଛନ୍ତି । ତାହା ହେଉଛି ପରମାତ୍ମା ହୃଦୟଙ୍ଗମ । ସବୁଆଡେ, ସର୍ବବ୍ୟାପୀ । ଅଖିଳାତ୍ମୋ-ଭୁତୋ। ଗୋଲୋକ ଏବ ନିବସତି (ବ୍ର.ସଂ. ୫.୩୭) । ଯଦିଓ ସେ ତାଙ୍କର ଗୋଲୋକ ବୃନ୍ଦାବନ-ଧାମରେ ଅବସ୍ଥିତ, ସେ ସବୁଆଡେ ଅଛନ୍ତି । ଯେ ସବୁ ଜାଗାରେ ଥିବା ସ୍ୱରୂପ ହେଉଛି ପରମାତ୍ମା । ଏବଂ ସେହି ଗୋଲୋକ ବୃନ୍ଦାବନ-ସ୍ଥିତି ହେଉଛି ଭଗବାନ୍। "
701110 - ପ୍ରବଚନ SB 06.01.14 - ମୁମ୍ବାଇ