OR/701211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ (SB 6.3.19) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । "
701211 - ପ୍ରବଚନ - Speech to Their Highnesses - ଇନ୍ଦୋର